Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (2025)

অসমীয়া

हिन्दीENGLISHবাংলাमराठीગુજરાતીಕನ್ನಡதமிழ்മലയാളംతెలుగుਪੰਜਾਬੀاردوଓଡ଼ିଆ

  • ନ୍ୟୁଜ୍
  • ଦେଶ ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ଏଣ୍ଟରଟେନମେଣ୍ଟ
  • ପଲିଟିକ୍ସ
  • ସ୍ପୋର୍ଟ୍ସ
  • ଜୀବନଶୈଳୀ
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • Live TV

ଆପଣଙ୍କର ଜିଲ୍ଲା ବାଛନ୍ତୁ

    CHOOSE YOUR DISTRICT

    advertisement

    ଓଡ଼ିଆ ନ୍ୟୁଜ

    /

    ଫଟୋ ଗ୍ୟାଲେରୀ

    /

    ଏଣ୍ଟରଟେନମେଣ୍ଟ

    /

    Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର

    Ahmedabad Plane Crash: ଦେଶ ପାଇଁ ଗୁରୁବାର ଥିଲା ଅଭିଶପ୍ତ ଦିନ। ଆଖି ପିଛୁଳାକେ ଚାଲିଗଲା ଅନେକ ଲୋକଙ୍କ ଜୀବନ। ବିମାନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଛାଡ଼ି ବାକି ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ମୃତ୍ୟୁ ତାଲିକାରେ ବଲିଉଡ ଅଭିନେତାଙ୍କ ସାଙ୍ଗ ମଧ୍ୟ ଅଛନ୍ତି।

    • 1-MIN READ | News18 Odia Other
    • Published by Lipina Das

    01

    Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (3)Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (4)

    Ahmedabad Plane Crash: ୨୩୦ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଏୟାର ଇଣ୍ଡିଆ ଅହମଦାବାଦ-ଲଣ୍ଡନ ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅପରାହ୍ନ ୧:୩୮ରେ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭିଡିଓଗୁଡ଼ିକରେ ଦେଖାଯାଇଥିଲା ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଚ୍ଚତା ହରାଇଥିଲା, ଯାହା ଫଳରେ ନିଆଁର ଏକ ଗୋଲା ସୃଷ୍ଟି ହୋଇଥିଲା ଏବଂ ତା'ପରେ ଆକାଶକୁ ଘନ ଧୂଆଁ ଉଠିଥିଲା।

    02

    Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (5)Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (6)

    Ahmedabad Plane Crash: ବଲିଉଡ ଅଭିନେତା ବିକ୍ରାନ୍ତ ମେସିଙ୍କ ସାଙ୍କ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି। ଏହି ଦୁର୍ଘଟଣା ପରେ ବିକ୍ରାନ୍ତ ମେସିଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।

    advertisement

    03

    Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (7)Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (8)

    ସେ ସୋସିଆଲ ମିଡିଆରେ ତାଙ୍କ ସାଙ୍ଗଙ୍କ ମୃତ୍ୟୁର ଦୁଃଖ ସେୟାର କରିଛନ୍ତି। ବଲିଉଡର ଅନେକ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି।

    04

    Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (9)Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (10)

    ବିକ୍ରାନ୍ତ ମେସି ଇନଷ୍ଟାଗ୍ରାମରେ ତାଙ୍କର ଏକ ପୋଷ୍ଟ ସେୟାର କରି ଏହି ଦୁଃଖଦ ଖବର ଫ୍ୟାନ୍ସଙ୍କ ସହ ବାଣ୍ଟିଛନ୍ତି। ବିକ୍ରାନ୍ତ ଇନଷ୍ଟାଗ୍ରାମରେ କହିଛନ୍ତି ଯେ ଏହି ଦୁଃଖଦ ଘଟଣା ତାଙ୍କ ହୃଦୟର ବହୁତ ନିକଟତର। ସେ ଲେଖିଛନ୍ତି, ‘‘ଆଜି ଅହମ୍ମଦାବାଦରେ ଘଟିଥିବା ଅକଳ୍ପନୀୟ ଦୁଃଖଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ପ୍ରିୟଜନଙ୍କ ପାଇଁ ମୋର ହୃଦୟ ଭାଙ୍ଗିଯାଇଛି। ଏହା ଜାଣିବା ଆହୁରି ଦୁଃଖଦ ଯେ ମୋ ଦାଦା କ୍ଲିଫୋର୍ଡ କୁନ୍ଦର ତାଙ୍କ ପୁଅ କ୍ଲାଇଭ୍ କୁନ୍ଦରଙ୍କୁ ହରାଇଛନ୍ତି, ଯିଏ ସେହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନରେ କାମ କରୁଥିବା ପ୍ରଥମ ଅଧିକାରୀ ଥିଲେ। ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଏବଂ ପ୍ରଭାବିତ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ।’’

    advertisement

    05

    Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (11)Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (12)

    ବଲିଉଡ୍ ଅଭିନେତ୍ରୀଙ୍କ ଜଣେ ବନ୍ଧୁ ମଧ୍ୟ ପ୍ରାଣ ହରାଇଲେ ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ବନ୍ଧୁ ପ୍ରୀତିଙ୍କର ମଧ୍ୟ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ସେ ତାଙ୍କ ବନ୍ଧୁଙ୍କୁ ହରାଇଛନ୍ତି। ସେ ତାଙ୍କ ବନ୍ଧୁଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି , 'ଶାନ୍ତିରେ ରୁହନ୍ତୁ ପ୍ରୀତି। ଚାଟାର୍ଜୀ ପରିବାର ସହିତ ମୋର ସମବେଦନା। ଅହମ୍ମଦାବାଦ ବିମାନ ଦୁର୍ଘଟଣା।'

    06

    Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (13)Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (14)

    ଏହି ସେଲିବ୍ରିଟିମାନେ ଦୁଃଖ ପ୍ରକାଶ କରିଛନ୍ତି- ଆପଣଙ୍କୁ କହି ରଖୁଛୁ ଯେ ଏହି ଦୁର୍ଘଟଣା ପରେ, ଶାହରୁଖ ଖାନ, ଆମୀର ଖାନଙ୍କ ବ୍ୟତୀତ କରୀନା କପୁର, ଆଲିଆ ଭଟ୍ଟ, ସନ୍ନି ଦେଓଲ, ଅକ୍ଷୟ କୁମାର, ଦିଶା ପଟାନୀ, ସୋନୁ ସୁଦ, ରିତେଶ ଦେଶମୁଖଙ୍କ ଭଳି ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି।

    • FIRST PUBLISHED :
    • Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (15)

      06

      Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର

      Ahmedabad Plane Crash: ୨୩୦ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଏୟାର ଇଣ୍ଡିଆ ଅହମଦାବାଦ-ଲଣ୍ଡନ ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅପରାହ୍ନ ୧:୩୮ରେ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭିଡିଓଗୁଡ଼ିକରେ ଦେଖାଯାଇଥିଲା ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଚ୍ଚତା ହରାଇଥିଲା, ଯାହା ଫଳରେ ନିଆଁର ଏକ ଗୋଲା ସୃଷ୍ଟି ହୋଇଥିଲା ଏବଂ ତା'ପରେ ଆକାଶକୁ ଘନ ଧୂଆଁ ଉଠିଥିଲା।

      MOREGALLERIES

    advertisement

    ଫଟୋ ଗ୍ୟାଲେରୀ

    • 6 ଫଟୋ ଗ୍ୟାଲେରୀAhmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ
    • 13 ଫଟୋ ଗ୍ୟାଲେରୀDaily Horoscope: ଏହି ରାଶିର ଲୋକଙ୍କ ପାଇଁ ଶୁକ୍ରବାର ଆଣିବ ଭଲ ଦିନ, ପଢ଼ନ୍ତୁ ରାଶିଫଳ
    • 5 ଫଟୋ ଗ୍ୟାଲେରୀଯାଜପୁରରେ ପୂଜା ପାଆନ୍ତି ଜଗନ୍ନାଥଙ୍କ କଳ୍କୀ ଅବତାର

    ଅଧିକ ପଢ଼ନ୍ତୁ

    advertisement

    ଶୀର୍ଷ କାହାଣୀ

    • Astro Tips: ସପ୍ତାହର କେଉଁ ଦିନରେ ନଖ କାଟିବା ଭଲ? ଜାଣନ୍ତୁ ଜ୍ୟୋତିଷ ନିୟମ...
    • Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ
    • Daily Horoscope: ଏହି ରାଶିର ଲୋକଙ୍କ ପାଇଁ ଶୁକ୍ରବାର ଆଣିବ ଭଲ ଦିନ, ପଢ଼ନ୍ତୁ ରାଶିଫଳ
    • ଯାଜପୁରରେ ପୂଜା ପାଆନ୍ତି ଜଗନ୍ନାଥଙ୍କ କଳ୍କୀ ଅବତାର

    ଅଧିକ ପଢ଼ନ୍ତୁ

    Ahmedabad Plane Crash: ପ୍ଲେନ୍‌ କ୍ରାସ୍‌ରେ ଆଖି ବୁଜିଲେ ବଲିଉଡ ଅଭିନେତାଙ୍କ ସାଙ୍ଗ, ଦୁଃଖରେ ପରିବାର (2025)

    References

    Top Articles
    Latest Posts
    Recommended Articles
    Article information

    Author: Madonna Wisozk

    Last Updated:

    Views: 6385

    Rating: 4.8 / 5 (48 voted)

    Reviews: 95% of readers found this page helpful

    Author information

    Name: Madonna Wisozk

    Birthday: 2001-02-23

    Address: 656 Gerhold Summit, Sidneyberg, FL 78179-2512

    Phone: +6742282696652

    Job: Customer Banking Liaison

    Hobby: Flower arranging, Yo-yoing, Tai chi, Rowing, Macrame, Urban exploration, Knife making

    Introduction: My name is Madonna Wisozk, I am a attractive, healthy, thoughtful, faithful, open, vivacious, zany person who loves writing and wants to share my knowledge and understanding with you.